Loading...
× Browse Ratings About The Program News & Updates Contact Us

About The Program

କାର୍ଯ୍ୟକ୍ରମ ସମ୍ବନ୍ଧରେ

ଓଡିଶାରେ କାହିଁକି?

ଓଡିଶା ଭାରତର ଏକ ଅଗ୍ରୀଣ ଶିଳ୍ପାନୁଷ୍ଠାନ ରାଜ୍ୟ ଆଟେ, ଯେଉଁଥିରେ ପ୍ରଚୁର ପରିମାଣରେ ଖଣିଜ ପଦାର୍ଥ ତଥା କୋଇଲା ଖଣି ଅଛି |ଏତଦବ୍ୟତୀତ ୧୦୦୦ ରୁ ଅଧିକ କ୍ଷୁଦ୍ର ମଧ୍ୟମ ଶିଳ୍ପାନୁଷ୍ଠାନ ଅଛି| ଏହି ଷ୍ଟାର ରେଟିଂ ପ୍ରୋଗ୍ରାମ ଟି ୧୭ ଶ୍ରେଣୀୟ ଆତି ପ୍ରଦୂଷଣକାରୀ ଶିଳ୍ପସଂସ୍ଥାର ପାଖାପାଖି ୧୫୦ଟି ବୃହତ ଶିଳ୍ପସଂସ୍ଥାରେ କେନ୍ଦ୍ରୀଭୂତ ହୋଇ ଏହାର ପରିଵେଶୀୟ ପ୍ରଭାବର ବିବରଣୀକୁ ସାଧାରଣରେ ପରିବେଷଣ କରିବା ଉପରେ ଲକ୍ଷ୍ୟ ରଖିଛନ୍ତି | ଏହି ଶିଳ୍ପ ସଂସ୍ଥାଗୁଡ଼ିକର ନିରନ୍ତର ପ୍ରଦୂଷଣର ପ୍ରଭାବକୁ ପରୀକ୍ଷା କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସର୍ଭର ସହିତ ସଂଯୁକ୍ତ ହୋଇଛନ୍ତି ଯାହାକି ବାସ୍ତବିକ ଭାବେ ଶିଳ୍ପାନୁଷ୍ଠାନର ତଥ୍ୟ ପଠାଇଥାଏ | ଉକ୍ତ ସର୍ଭର ଯାହା ମନୁଷ୍ୟ ପାଇଁ କ୍ଷତିକାରକ ବିଷାକ୍ତ ବାୟୁ ଯଥା ଧୂଳିକଣା (ପିଏମ୍) , ସଲଫର ଡାଇଅକ୍ସସାଇଡ଼ (ଏସଓ ୨) , ନାଇଟ୍ରସ ଅକ୍ସାଇଡ୍ ,କାର୍ବନ ମନୋକସାଇଡ଼ (ସିଓ), ମରକ୍ୟୁରୀ (ଏଚ୍‌ଜି ) କୁ ପରୀକ୍ଷା କରିଥାଏ |

ବିଶେଷ ବୈଶିଷ୍ଟ୍ୟ

  • ପ୍ରଦୂଷଣ ର ମାତ୍ରାକୁ ଜନସାଧାରଣ ରେ ପରିବେଷଣ କରୁଥିବା ଶିଳ୍ପସଂସ୍ଥାମାନେ ବାୟୁ ପ୍ରଦୂଷଣ ମାତ୍ର କୁ କମ କରିବା ପାଇଁ ଉପଯୁକ୍ତ ଯନ୍ତ୍ରପାତି ଲଗାଇବାରେ ସହାୟକ ହେବ |
  • କମ ମାତ୍ରାରେ ପ୍ରଦୂଷଣ କରୁଥିବା ଶିଳ୍ପାନୁଷ୍ଠାନ କୁ ଉତ୍କଷ ମାନ ପତ୍ର ମାଧ୍ୟମ ରେ ପ୍ରୋତ୍ସାୟନ ଦିଆଯାଇଥାଏ |
  • ଏହାଦ୍ୱାରା ଓଡ଼ିଶାରେ ଅବସ୍ଥିତ ଶିଳ୍ପାନୁଷ୍ଠାନ ଅଞ୍ଚଳରେ ହେଉଥିବା ପ୍ରଦୂଷଣର ପ୍ରଭାବକୁ ଜାଣିବା ସହ ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନ ଯେଉଁମାନେ ପ୍ରଦୂଷଣ ପ୍ରଭାବ ଅଧିକ ଥିବା ତାଙ୍କ ଉପରେ ଏହାର ଚାପ ଅଧିକ ରହିବ |
  • ଇତି ମଧ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପରିଵେଶୀୟ ତଥ୍ୟ ଯାହା ନିରନ୍ତର ବାୟୁ ପ୍ରଦୂଷଣ ନିର୍ଗମନ ପ୍ରଣାଳୀ (ସି. ଇ. ଏମ୍.ଏସ୍ ) ମାଧ୍ୟମରେ ସଂଗୃହିତ କରୁଛନ୍ତି |ଏହାଦ୍ୱାରା ଏହି ସମ୍ପାଦିତ କାର୍ଯ୍ୟଟି ଉଚ୍ଚକୋଟୀର ହେବ ସହ ବ୍ୟବହାରିକ ରୂପରେ କୌଣସି ବ୍ୟୟସାପେକ୍ଷ ହେବ ନାହିଁ |

କିପରି ଶିଳ୍ପାନୁଷ୍ଠାନ ଚିହ୍ନଟ କରିବେ ?

ଏବେ ଏହି ଷ୍ଟାରରେଟିଂ କାର୍ଯ୍ୟକ୍ରମଟି କେବଳ ବାୟୁ ପ୍ରଦୂଷଣ ଉପରେ ସୀମିତ ଅଛି | ନିମ୍ନରେ ଦର୍ଶାଯାଇଥିବା କ୍ଷେତ୍ର ଗୁଡିକୁ ଚିହ୍ନଟ କରାଯାଇଛି ଯାହାକି ବିଶେଷତଃଅ ଅଧିକ ପ୍ରଦୂଷଣ ପ୍ରବଣ ଶିଳ୍ପାନୁଷ୍ଠାନ ମଧ୍ୟରେ ଜଣାଯାଏ |

  • ସିମେଣ୍ଟ
  • ତାପଜ ବିଦ୍ୟୁତ କେନ୍ଦ୍ର
  • ଇସ୍ପାତ
  • କାଗଜ଼ କଳ
  • ଷ୍ଟିଲ
  • ସ୍ପଞ୍ଜ ଆଇରନ
  • ସାର କାରଖାନା
  • ଆଲୁମିନିୟମ ଏବଂ ସ୍ମେଲଟର

ଏହି କାର୍ୟକ୍ରମଟି ପ୍ରଥମ ପର୍ଯ୍ୟାୟରେ ୨୫ ଟି ଶିଳ୍ପାନୁଷ୍ଠାନ କୁ ଅଗ୍ରାଧିକାର ଦେଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ୨୫୩ ଟି ଶିଳ୍ପାନୁଷ୍ଠାନକୁ (ଅତି ପ୍ରଦୂଷଣକାରୀ ବୃହତ ଶିଳ୍ପାନୁଷ୍ଠାନ) ଯାହାର ଷ୍ଟାକ୍ ସଂଖ୍ୟା ୪୦୦ ସେମାନଙ୍କ ପରିଵେଶୀୟ ତଥ୍ୟକୁ ନିୟମିତ ଅନୁଧ୍ୟାନ କରାଯିବ |

ଷ୍ଟାର ରେଟିଂ ଗଣନା କିପରି କରାଯାଇଥାଏ ?

ଷ୍ଟାର ରେଟିଂ ଦୁଇଟି ମୈଳିକ ଉପଦୟରେ ପର୍ଯ୍ୟବେସିତ : ବାୟୁ ପ୍ରଦୂଷଣ ମାତ୍ରା, ଏହାର ମାନକ ତଥା ମିଳୁଥିବା ମାସିକ ତଥ୍ୟ ଉପରେ ଆଧାରିତ | ନିମ୍ନ ତାଲିକାରେ ଦର୍ଶାଯାଇଛି ଯେ କିଭଳି ଶିଳ୍ପସଂସ୍ଥା ମାନଙ୍କୁ ଷ୍ଟାର ରେଟିଂ ଶ୍ରେଣୀରେ ବିଭକ୍ତ କରାଯାଇଥାଏ | ସବୁଠାରୁ ନିମ୍ନ ଶ୍ରେଣୀର ଷ୍ଟାକ ରୁ ମିଳୁଥିବା ତଥ୍ୟ ଅନୁଯାୟୀ ଶିଳ୍ପସଂସ୍ଥାମାନଙ୍କୁ ୧ ରୁ ୫ ମଧ୍ୟରେ ବିଭକ୍ତି କରି ଚିହ୍ନଟ କରାଯାଏ | ଏହି ରେଟିଂ କାର୍ଯ୍ୟକ୍ରମଟି ପ୍ରତି ମାସରେ ରୂପାନ୍ତରିତ କରାଯିବ |

Rating Range of mean PM Emissions compared to prescribed standard Data Availability from Monitors Rating key Representation
5 Star <=50% -- Very Good
4 Star 50%- 75% -- Good
3 Star 75%- 100% -- Moderate
2 Star 100%- 125% -- Poor
1 Star >125% <85% Very Poor

What is the Star-Rating program?

The Star Rating program is a novel initiative taken by the State Pollution Control Board (SCPB), Odisha as public disclosure program in order to maintain transparency of environmental performance. The Star Rating program utilizes continuously monitored emissions data from major industrial plants in Odisha, to categorize industries from 1-star to 5-star, i.e. from least compliant to most compliant, OSPCB’s star-rating program is one of the first such transparency initiatives in India. Besides informing the public and industries, the program also aims to develop responsibility and encourage healthy competition for better regulatory compliance to reduce emission in the state by engaging local communities, civil society groups and the media.

Why Odisha?

Odisha is richly endowed with mineral resources and coal-mines, and has more than 4000 small to large industries. The Star Rating program focuses on the nearly 135 large industrial plants belonging to the 17 high polluting sectors and makes their data public through the star-ratings. These plants have Continuous Emissions Monitoring Systems installed that send data emissions from their stacks in real-time to the Odisha State Pollution Control Board (OSPCB) server. The monitored pollutants include particulate matter (PM), Sulphur Dioxide (SO2), Nitrous Oxide (NOx), Carbon Monoxide (CO), Mercury (Hg) etc. which are harmful for health.

Key Advantages

  • Providing industries with information on their emissions may prompt them to imrove operational efficiency by adopting better technology/ upgrade their emission control devices to decrease particulate matter emission.
  • Industries with low emission get recognized and further encouraged to reduce emissions.
  • Providing information to public about the emissions status of the industries will create awareness among the locality and create community pressure on industries to comply within the norms.
  • The program uses online data already collected by SPCB, Odisha through CEMS, and thus the program has practically no cost with potentially high benefits.

How were industries selected?

The Star Rating Program is restricted to Particulate Matter (PM) emissions. The program will be implemented in a phased manner covering 20 industrial plants initially, and will eventually cover all 135 plants belonging to the 17 categories of highly pollutiong industries (as notified by CPCB) with continuously monitored data. In parallel to the star-rating program, OSPCB has been conducting inspection and recalibration drives to check the quality of data from continuous emission monitoring system (CEMS) installed at potential emission sources that send data on emission from stack.

Currently the Star Rating Program is restricted to Particulate Matter (PM) emissions. In future other parameters will be included. These sectors were identified by OSPCB as those with high emission potential.

  • Cement
  • Captive Power Plants
  • Independent Power Plants
  • Pulp and Paper
  • Integrated Steel
  • Sponge Iron
  • Fertilizer
  • Aluminium, Smelter and Power Complex

How are the star-ratings calculated?

The star-rating is based on two factors:

  • Emission averaged over a period of time compared with permissible limit
  • Data availability as presctibed by CPCB guidelines

The table below shows how industries are allocated to their star-rating category. The worst performing stack of the selected plant is used to categorize that plant from 1 to 5 stars.

Rating Range of mean PM Emissions compared to prescribed standard Data Availability from Monitors Rating key Representation
5 Star <=50% -- Very Good
4 Star 50%- 75% -- Good
3 Star 75%- 100% -- Moderate
2 Star 100%- 125% -- Poor
1 Star >125% <85% Very Poor

The ratings are updated through a webportal on monthly basis.